ମଲା ମେରଘେଟିଆ ଗୁଟେ ଅଛେ ବୋ,
ସଲା, ମାଈ ନେଇଁ କି ଗାଈ ନେଇଁ।
କାଁ କରବ? ଇ ସଲା ଲୁକେ ଭି ହେନ୍ତା।
ହେତାରନେ ଏକ୍କା ଗବଡୋ,
ମରୁନ କି ହଜୁନ ପରଉଏ ନେଇଁ।
ଜେନ୍ତା ହଉଛ ହ ଚିକିରପୁହେ,
ନେଇଁ କହେବ ପଛକେ
ବୁଡଲୁଁ ହୋ ବୁଆ!
This poem has not been translated into any other language yet.
I would like to translate this poem