'ସବକା ସାଥ ସବକା ବିକାଶ'
ନୂଆ ସ୍ୱପ୍ନ, ନୂଆ ସମୟ,
ନୂଆ ଜୀବନ, ଆସ ବନ୍ଧୁ ଆସ
ସତ୍ଯ ପ୍ରେମରେ ଯିବା ଆଗେଇ
ସଭିଏଁ ଏକାଠି।
ଶାନ୍ତିର ଆନନ୍ଦର ପତାକା
ଉଡାଇ ଉଡାଇ ବୁଲିବା ସାରା ଜଗତ
ଛୋଡ-ବଡ, କଳା-ଗୋରା,
ଦୁଃଖ-ସୁଖ, ସବୁକୁ
କରିବା ଏକାକାର।
ଆସ ବନ୍ଧୁ ଆସ
କଉଣସି ବାଛବିଚାର
ନ ରଖି ଆସ,
ମୁଁ ତୁମର, ତୁମେ ମୋର।
This poem has not been translated into any other language yet.
I would like to translate this poem