ନିଶାରେ କିଏ ନାଇଁ?
ନିଶା ନିବାରଣ କଣ ପାଇଁ?
ଜୀବନ ଇ ଗୋଟେ ବଡ ନିଶା,
ଏଇଠି ରହି ଏଇଠୁ ଯିବାକୁ
କୋଉଠିକୁ ଆଉ ଆଶା!
ନିଶା, ନିଶା, ନିଶା,
ଚୁର ନ କରୁ ତୁମକୁ ନିଶା,
ନିଶାଠୂ ଉପରେ କି ତଳେ
ପଚାରିବାର ନାଇଁ ସାହସ!
କିନ୍ତୁ ନିଶା, ଆଉ ନିଶାଠୁ ବଳି
ନାଇଁ କିଛି ଧାରା ଯିବ ଯୋଉଥିରେ
ପବିତ୍ର କରିବାକୁ ସକଳ ଦିଶା।
ନିଶାରେ ନ ରହିଲେ କଣ କରିବ କେମିତି
କହିବ ସେଇଟା ଏଇ କବିତା ଶିଶା।
This poem has not been translated into any other language yet.
I would like to translate this poem