କହିବେ ସମସ୍ତେ
କିନ୍ତୁ ରହିବାକୁ
ଅନୁଭବ କରିବେ କଷ୍ଟ
ସତ୍ଯ ସାଙ୍ଗରେ।
ସତ୍ୟଟା
ଧାର ଖଣ୍ଡାଠୁ ବି
ଆହୁରି ତୀକ୍ଷ୍ଣ ।
ସତ୍ଯଟା
ଡହଡହ ଅଙ୍ଗାରଠୁ ବି
ଆହୁରି ନିରପେକ୍ଷ ।
ମୁଁ ସତ୍ୟରେ
କହିବେ ବହୁତ
କିନ୍ତୁ ହୋଇ ହୋଇଯିବେ
ଅଙ୍ଗାର ପାଉଁଶ ଭୂତ।
This poem has not been translated into any other language yet.
I would like to translate this poem
Very difficult to go with the truth