1
ମୋ କୁଆ
ଭାରି ବୁଦ୍ଧିଆ,
ଧଇଲା ପିଠା ଗୋଡରେ
ଗାଇଲା ଗୀତ ଖୁସିରେ,
ଗୀତ ଶୁଣିଲା ବିଲୁଆ
ଆଉ ହେଲା ଭକୁଆ।
2
ମୋ କୁଆ
ଭାରି ବୁଦ୍ଧିଆ,
ଗଲା ପାଖ ଦୋକାନ
ଆଣିଲି ଚୁଙ୍ଗା ନୂତନ,
ପିଇଲା ପାଣି ଖୁସିରେ
କା କା ଗଲା ଉଡି ଆକାଶରେ ।
This poem has not been translated into any other language yet.
I would like to translate this poem
Intelligent and wise crow