ଏଠି କଳି,
ସେଠି କୋଳାକୋଳି।
ଏଠି ସେଠି
ସବୁଠି ଭର୍ତ୍ତି ମଳି।
ନାଇଁ ଶାଳୀ
ଦେବାକୁ କରତାଳି।
ସବୁ ଯାତ୍ରୀ
ଭଳିକି ଭଳି।
ରହିଛି ରହିବ
କୁସୁମାଂଜଳି।
ଅଛୁ ଯୋଉଠି
ଥା ସେଇଠି
ଶୁଣିବୁ କେତେ
ଅଳି ଅର୍ଦ୍ଦଳି ।
This poem has not been translated into any other language yet.
I would like to translate this poem