ଯାଉ ନି,
ଯାଉ ନି ମାନେ
ରହୁଛି କି?
ବୁଝ ନା ଏମିତି।
ଦଗା ଦେଲା ମୌସୁମୀ,
ଚାଲୁ ମିଟିଂ
ନାଇଁ କିଛି ଅସୁବିଧା ।
ବାଟରେ
ଚା ଟିକେ ଟିକେ
ହେବା ଟା
ନାଇଁ କିଛି ଅସୁବିଧା।
ସମୟ ତ ଏମିତି ବି
ନାଇଁ କୋଉଠି,
ଅଙ୍ଗୁଳି ଦେଖାଇଲେ ବି
ନାଇଁ ଫାଇଦା।
ଅସ୍ୱୀକାର କରିବାର ନାଇଁ
ଜୀବନଟା
ତୋରା ଆଉ ତୋଫା।
This poem has not been translated into any other language yet.
I would like to translate this poem