ଯିବା ଆଗରୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯିବା ଆଗରୁ

Rating: 5.0

ପିଇବି,
ପିଇବି ଯିବା ଆଗରୁ।
ପିଇବି ମନ ଭରି
ଯିବା ଆଗରୁ।
ପାରିବ ନି
ମତେ ରୋକି ଏଇଠୁ
କୋଉଠୁ।

ପିଇବି,
ପିଇବି ଆଉ
ପିଆଇବି।
ପିଆଇବି ସଭିଙ୍କୁ।
ଶୋଇବି ଆଉ
ଶୁଆଇବି ସଭିଙ୍କୁ।

ସଭିଏଁ ମୋଠି
ସଭିଏଁ ଖୁସି।
ଦେଖ, ପରଖ।
ମରିବା ଆଗରୁ
ସଭିଏଁ ବଦଳିଥିବା
ଦରକାର।

ଜଗତଯାକ
ହେଲେ ବି ଠୁଳ
ମୁଁ ମୋଠି ଭୋଳ।
ପାରିବ ନି କରି
କିଛି କେହି କୋଉଠି
ଗଣ୍ଡଗୋଳ।

ନୁହଁ ମୁଁ କାହାର,
ନାହିଁ ମୋ ପରିବାର।
ଯିଏ କଲା ମତେ ବିଶ୍ୱାସ
ହେବ ତାହାର ସର୍ବନାଶ।
ମୋ ମାଟି ମୋ ଭାଷା
ମୋ ରାଜ୍ୟ ଛାଡ ପୋଷ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
18/7/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success