କୋଉ ମାଛ,
କିଏ ଜାଣିବ
କେତେ ଗଭୀରରେ?
ପାଣିର ଜୀବନ
ପାଣିରେ!
ଦର୍ପଣ ଗଲା,
ଫାଟିଲେ।
ଗଲା ମାଛ
ଆକାଶରେ।
ଆକାଶରେ ପାଣି
ଆଉ ମାଛ
ଖେଳା କଲେ
ବିଜୁଳି ଘଡଘଡିରେ।
ମାଛ ଇ ମାଛ,
ପବନରୁ ବାଛ।
ଦେଖୁ
ନିରାନନ୍ଦ ସମୟ।
This poem has not been translated into any other language yet.
I would like to translate this poem