ପୂରାଟା ପୂରା
ମୁକ୍ତ
କାହାଣୀ ସବୁ।
ରାତି ହେଉ କି
ଦିନ ଏଠାରେ
ପଡେ ଧାଇଁବାକୁ
ମଲାଦେହ ଖୋଜି।
ଅନ୍ୟମାନଙ୍କ ପାଇଁ
ଚିହ୍ନାଜଣା ଯାହା ଯେତେ
ରହିଯାଏ ସବୁ
ପ୍ରେମର ପାଠ୍ୟକ୍ରମରେ ।
ସବୁ ଏୟା
ସଫେଦ ଧଳା
କଳକୌଶଳ ଭିତରେ।
This poem has not been translated into any other language yet.
I would like to translate this poem