କେତେ ପ୍ରକାର?
ଜିଭକୁ ନେଇ କି
ହୃଦୟକୁ ନେଇ
କହିବା ମୁସ୍କିଲ।
ଭାଷାକୁ
ଭାଷା ଜାଗାରେ
ନ ରଖିଲେ
ଗଣ୍ଡଗୋଳ ସମ୍ଭାବନା ।
ସ୍ଥାନ କାଳ ପାତ୍ରକୁ ନେଇ
ବଦଳେ ଭାଷା ଏଠାରେ
ସେଠାରେ।
ଭାଷାକୁ ନେଇ
ସତ୍ଯ ଆସିବା ଦରକାର।
ଭାଷାକୂ
ରଖାଯାଉ ଭାଷାରେ।
This poem has not been translated into any other language yet.
I would like to translate this poem