ଏତକି ଜେନଟା ଦେଖୁଛ
ସବୁ ଇ କୁକୁରମାନକର କାଜେ।
ଭାବିନେବାର କଥା ସବୁ ଇଟା
ଇ ମିଛ ଦୁନିଆଁର ମାୟା।
ଭାବି ନିଅ ଜେ ଭୁକୁଛ ଅଠିପହର,
ଘୂରାଫେରା କରୁ କରୁ ତଲୁଉପର।
ଭାବି ନେବାର କଥା କେତେ ଦୁରବଲିଆ
ଧୁବଲା ପତଲା ଇନର ଇ ସମିଆ ଭି।
This poem has not been translated into any other language yet.
I would like to translate this poem