ହେଇଟି,
ଫୁଲ ଅଛି ଦୁଇଟି,
ଆଉ ଦିଅଁ ତିନୋଟି ।
ଦିଅଁଙ୍କୁ କହିଲି
ଆହେ, ତୁମେ ଏକ ।
ଦିଅଁ ସବୁ ମୂକ ।
ମୂକ ନୁହେଁ
କିନ୍ତୁ ପବନ ।
ପବନ ଉପରେ
ପଡିଲେ ଚାପ,
ରଡି ଛାଡେ
ବାପ, ବାପ ।
ବାପ କଥା ଛାଡି
ନିଜକୁ ସମ୍ଭାଳି ରଖ ।
This poem has not been translated into any other language yet.
I would like to translate this poem