ପଚାରିଲି ପାହାଡକୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଚାରିଲି ପାହାଡକୁ

ଯାଉଛୁ କେଉଁଆଡେ?
ପଚାରିଲି ପାହାଡକୁ।
କହିଲା ଦେଖାଇ ଆକାଶକୁ
ପାଣିର ଲହଡିରେ ଯାଉଛି ନାଚିବାକୁ।

ବଜାଉଥିଲା ସୁସୁରୀ ସେତେବେଳେ
ପବନ, ପିଠିରେ ବୋହି ସମୁଦ୍ର।
ଆଉ ମାଟି ଥିଲା ତନ୍ମୟ,
ଫୁଲଙ୍କ ରଙ୍ଗରେ ବୁଡି।

ଆଉ ଥିଲେ ଯୋଉମାନେ,
ଥିଲେ ଭୟରେ ଆତଙ୍କରେ।
କରୁଥିଲେ ଫେରିଯିବାକୁ ମନ
ହଜାଇଦେଇ ବାଟରେ ସବୁଯାକ ଧନ।

ପଚାରିଲି ପାହାଡକୁ
Monday, March 26, 2018
Topic(s) of this poem: life
COMMENTS OF THE POEM
Gajanan Mishra 26 March 2018

ମଣିଷର ସ୍ଥିତି ଭୟଙ୍କର ଏଠି ଏ ପୃଥିବୀରେ ତଥାପି ଆଶାରେ ହୁଏ ବଂଚିବାକୁ

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success