କବିତା ଡହ ଡହ ନିଆଁ,
କବିତା କଥା କହୁଛ କିଆଁ!
କବିତା ନାଁ ଶୁଣିଲେ
ଜଳିଯାଏ ଅବଦୁଲ ମିଆଁ।
କୁହ ନା, ନା,
କହିଦେଲେ ବନ୍ଦ ହୋଇଯାଏ
ପାହାଡି ଝରଣା।
କୁହ ନା, ନା
ଏକା ସାଙ୍ଗରେ ଆସିଛି ଏଠିକୁ
ମରୁଡି ଓ ବନ୍ୟା ।
କବିତାରେ ଅଛି ଅବଶ୍ୟ
ସବୁ ନାଁ ଗାଁ ଠିକଣା ।
କବିତା କଥା କହିଲେ ଅବଶ୍ୟ
ହେବ ନି ବଣା।
This poem has not been translated into any other language yet.
I would like to translate this poem
All positive and all negative - poetry