ଯେଡେ ବଡ ଯାହା ହୁଅ,
ଅନ୍ୟ ମଣିଷ ପାଇଁ ଯଦି ନ କାନ୍ଦିଲ
ତୁମେ କି ମଣିଷ ହେଲ!
ଯଦି ମଣିଷ ନ ହେଲ ତେବେ ତୁମେ
ଆଉ କଣ ହୋଇ କାହାର କି ଲାଭ?
English;
How great you may be
If you have not cried
For others
No use of this life of man.
And if you could not be a man
Nothing is there to gain.
This poem has not been translated into any other language yet.
I would like to translate this poem