ଗୋଟିଏ ଶବ୍ଦ
କରିପାରିବ ନଷ୍ଟ
ସମଗ୍ର ପୃଥିବୀର ଦୁଃଖ।
ଜାଣେ ମୁଁ,
ଜାଣେ ମହାଶୟ,
ଆଉ ସେଇ ଶବ୍ଦ ଖୋଜାରେ
ମୁଁ ବିତାଇ ଦେଉଛି ଏଠି
ସବୁ ସମୟ।
ସେଇ ଶବ୍ଦରେ
ସବୁ ବିଷ
ସବୁ ଅମୃତ।
ସେଇ ଶବ୍ଦ
ଗଢିଦେବ ନୂତନ ଭବିଷ୍ୟତ।
English rendering;
A word
Can destroy
All sorrows
Of the world.
I know,
I know sir,
And I am
Spending all time
Searching that word.
All poison,
All nectar
Are in that word.
That word can
Build a new future.
This poem has not been translated into any other language yet.
I would like to translate this poem