ମିଳିଲେ କହିବି
ଭଲ କବିଟିଏ
ଭଲ ମଣିଷଟିଏ ।
ନ ମିଳିଲା ଯାଏ
ଲେଖୁଥିବି ଏମିତି
ଶୁଣୁଥିବି ନାନାଆଡୁ
ନାନା ଗାଳି।
ନ ମିଳିଲା ଯାଏ
ଘୂରୁଥିବି ଘିରିଘିରି
ଖରାରୁ ତରା।
କହୁଥିବି ନିଜକୁ ନିଜେ
ହଟ ବେଃ ।
କହିବି ଦେଖି ଯା
ସବୁ ମୁର୍ଦ୍ଦାର!
This poem has not been translated into any other language yet.
I would like to translate this poem