ପାଇଲଟ ବିସ୍କୁଟ
ଅଛେ ଏତକିଦିନତକ୍।
ଖାଏଲେ ନେଇଁ,
ଖେଇ ନେଇଁ ପାରଲେ
ଚାଁଟି ମକରା।
ଯେତେ ହଉ ଦୁର୍ଘଟନା,
ଆମେ ରହିଛୁଁ, ରହେମା।
ମରବେ ହେମାନେ
ହଉଛନ୍ ଦୁଖର କାରନ
ଜେନମାନେ।
ହେମାନେ,
ଗଦ୍ଦାର ନମକହାରାମମାନେ
ହେମାନେ,
ପରର ଶିରି ଦେଖି
ସେଁ ପୁଟ ପୁଟ ହଉଥିବା
ଅନମୁନଷିଆମାନେ ।
ମାଏଟ ପୁଡୁ
ଆକାଶ ଉଜଡୁ
ଡେନା ଛିଡୁ
ଥିବେ ଥିଲେ
ଆରୁ ଅଛନ୍
ସତ୍ ପୁରୁଷ୍।
ମୁଇଁ ଖୁଜୁଛେଁ
ଇନେ, ହେନ୍ତା
ଗୁଟେକେ।
ଅଛେ ହେ
ରଖିଛେ
ସଁଭାଲି ଭାବ୍ କେ।
ଭାବର ଜୀବନ,
ନେଇଁ ନ
ଅଭାବ କିଛୁ ଇନ।
ପୂରିଛେ ସବୁ,
ଟାଇଟନିକ ବାଗିର୍
ବୁଡଲେ ଜାହାଜ ବୁଡୁ।
This poem has not been translated into any other language yet.
I would like to translate this poem