ଆମେ କଣ ସାବତ ମା ପୁଅ,
ଧରିବୁ ଗାଈର ଶିଙ୍ଗ ଆଉ
ନେବ ସବୁତକ ଗୋରସ ତୁମେ।
ପଣସ ଖାଇ ବୋଳିବ
ଆମ ମୁଣ୍ଡରେ ଅଠା,
ଥାଉ,
ହେବ ନି ସେ କଥା।
ନ ହେଲେ ନ ହେଉ କିଛି ।
This poem has not been translated into any other language yet.
I would like to translate this poem