ସବୁ ନିଡସ୍ୱ All Owned Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ନିଡସ୍ୱ All Owned

Rating: 5.0

1

ଅତୀତ
ଅତୀତ ମୋର
ଆଉ ମୁଁ
ଏଇଠି ସ୍ଥିତ।

ମୋ ଅତୀତ
ମୋ ବର୍ତ୍ତମାନ
ଆଉ ମୁଁ
ଜ୍ୱଳମାନ।

ଭାବସମୂହ
ସବୁ ବୈଚିତ୍ର୍ୟ।
ଭବିଷ୍ୟତ
ରଖିଛି ଧରି
ସବୁ ବିଶେଷତ୍ଵ
ସବୁ ସବୁ ନିଡସ୍ୱ।

2

ଦେଶ ବେଶ ଅଲୌକିକ
ପ୍ରବେଶ ପ୍ରସ୍ଥାନ ଆଉ
ମନ୍ତ୍ର ସୂତ୍ର ଶ୍ଲୋକ
ସବୁ ସବୁ ଜୀବନର
ଅଂଶବିଶେଷ।

ନିନ୍ଦା ପ୍ରଶଂସା
ହଁ ନାଇଁ
କାଳ ପରିସ୍ଥିତି
ସବୁ ସବୁ ତତ୍ତ୍ୱ
ଗୂଢ ଆଉ ରହସ୍ୟ।

ସବୁ ସବୁ ସ୍ୱତଃ ମୁକ୍ତ
ସବୁ ସବୁ ପ୍ରକୃତିଜନିତ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success