ତୁମ ଅପେକ୍ଷା ମୁଁ ଶ୍ରେଷ୍ଠ,
ମୋ ଅପେକ୍ଷା ତୁମେ ଆହୁରି ବିଶିଷ୍ଟ।
ଯେ ଯୁଆଡେ ଛଡାଛୁଡି ହୋଇ
ଚାଲିଯିବାଟା ସବୁଠୁ ଶ୍ରେଷ୍ଠ,
ଆଉ ସେଇଠି ଇ ସବୁ ସୁଖ।
English rendering;
I am better than you,
You are more excellent than I.
The best is
To leave everything
And go away in one's own way.
And all pleasure, there.
This poem has not been translated into any other language yet.
I would like to translate this poem