ଦେଖେନସୁନ୍ଦରି
ଗଜାନନ ମିଶ୍ର
ନେଇଁ କହ ହେତାର କଥା
ଫଲସାଫୁଲ ହେଟା ବୁଆ
ହସାରୁ ଜାନବ ପାଏଲେ ଫସା!
ବୁଆ ନେଇ ବଲବ ଅଛେ ହେନ କୁଆ
ଝିଙ୍କି ନେବା ଠିଆ ହେଇଥିବ ଭକୁଆ।
କେଁଥି ଲାଗସି ଏତକି ସେତକି ଅଚାବୁହା
ସୁଇନସୁଖବାସି କୁମଡା ଲେଂଝା
ଅରତତ କରୁ କରୁ ସଭେ ଅଥା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/02/2020
This poem has not been translated into any other language yet.
I would like to translate this poem