ନେଇଁ ମର ମରବାର ଆଘୁ
ଆରୁହେଥିର ଲାଗି
ତମକେ ରହେବାରକେ ପଡବା ସତଥି,
ହେଥିରଲାଗି
ତମକେ ବାଁଟବାକେ ପଡବା ଭାବପିରତି,
ଆରୁ ହେଥିରଲାଗି ସଭକେ ସମାନ ଆଖିଥି ଦେଖବାରକେ ପଡବା,
ଆରୁ ହେଥିରଲାଗି ତମକେ କହିଦେବାକେ ପଡବା
ଅଛ ତମେ ସବକର ସଁଗେ ସବୁବେଲେ।
English rendering;
Die not before death,
And for this
You have to stay in truth,
For this,
You have to love all,
And for this you have to
See all in an equal eyes,
And for this you have to say
You are always with all.
This poem has not been translated into any other language yet.
I would like to translate this poem
love all, stay in truth and live for ever