ଚାଲ, ମରିବା ତ!
ମରିବା ଆଗରୁ ଟିକିଏ ହସଖୁସିରେ
କଟାଇଦେବା ଆମର ଏଇ ସମୟ।
ଯଦି କିଛି ବ୍ୟଙ୍ଗ ବିଦ୍ରୁପ ଆସୁଛି
ଆମନ୍ତ୍ରି ନେବା ପରମ ଆଗ୍ରହରେ।
ଆଉ ବଂଚିବା।
This poem has not been translated into any other language yet.
I would like to translate this poem