ଆଉ ତୁମେ And You Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଉ ତୁମେ And You

Rating: 5.0

ତୁମକୁ ଜାଣିଲାପରେ ଲାଗିଲା
ଆଉ କିଛି ମୋର ଜାଣିବାର ନାଇଁ।
ସତରେ କଣ ତୁମକୁ ଜାଣିଲି,
ଜାଣି ପାରିଲି? ?
ଆଉ ନାଇଁ ତ
ହୋ ହଲ୍ଲା ହଣାକଟାରେ
ସାରିଲି କିଆଁ ସମୟ!

ନା, କରି ନାଇଁ କେବେ
ତୁମକୁ ଜାଣିବାର ଚେଷ୍ଟା ବି।
ଦେଖି ନି କେବେ ଆଲୁଅର
ଖିଅଟିଏ ବି ଏଇଠି କି
ଆଉ କୋଉଠି ।
କି ଖୋଜି ନି ପ୍ରମାଣ
କିଏ ଲାଭ କଲା କି କଲା କ୍ଷତି!

କେତେ କେତେ ଗ୍ରହନକ୍ଷତ୍ର
କୋଉକୋଉଠି କେମିତି କେମିତି
ଚାଲବୁଲ କରୁଛନ୍ତି, କଣ ପାଇଁ
ଏତେସେତେ ପ୍ରତିଯୋଗିତାରେ
ଧଇଁସଇଁ କେହି ପଚାରିବାକୁ ନାଇଁ!
ପବନ ଆଉ ପାଣିର ଖେଳରେ
ସରେ ନା କିଛି କହିବାକୁ
ଆସିଛି ଧାଇଁ। ଆଉ ତୁମେ
କଣ କିଛି ପାରୁଛ ଜାଣି?

ଆଉ ତୁମେ And You
Sunday, March 1, 2020
Topic(s) of this poem: life
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success