ଗୁନ୍ଦଲେଇ ଦିଅ ନା,
ଗୁନ୍ଦଲେଇଦେଲେ ଅବଶ୍ୟ
ମତେ ଧରିବାକୁ ପଡିବ
ଅନ୍ୟ ରାସ୍ତା,
ଅବଶ୍ୟ ମତେ
କରିବାକୁ ହେବ
ତୁମର ଅନ୍ଧାରକୁ ଦୂର
ସତ୍ୟସିଦ୍ଧ ଆଲୁଅରେ ।
This poem has not been translated into any other language yet.
I would like to translate this poem