ଏରିଆ Area Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏରିଆ Area

Rating: 5.0

ଏରିଆ
ଗଜାନନ ମିଶ୍ର

ତୋର ଏରିଆରେ ତୁଇ ଥା,
ମୋର ଏରିଆଥି ମତେ
ରହେବାର ମୌକା ଦେ।

ମୁଇଁ ମୋର ରଜା
ମୋରଠାନେ,
ତୁଇ ତୋର କାଣା
ହେଟା ନେଇଁ ଜାନେ।
ହାପସି କେଚଡେଇ
ନେଇଁ ହ ଶୁଖା ଭଟାନେ।

ତୁଇ ତୋର କାଣା
ହେଟା ଜାନିଥିବୁ ତୁଇ,
ଆରୁ ନେଇଁ ଜାନି ବଏଲେ
ନେଇଁ ଆ ପାସକେ
ଟୁଁଡଗଁଧେଇ।

ଜାନିଛୁ କି
ନେଇଁ ଜାନିଛୁ
ହେଥି ନେଇଁନ
ମୋର ଦେବାର
କି ନେବାର କିଛୁ।

ମୋର ଏରିଆଥି
ମୁଇଁ ଦିଲଖୁସ୍,
ମୁଇଁ କାଁ କରମି
ତୋର ଲଲୋପଁଜୋ
ଫୁକା ହଉଛେ
ଜଦରଭି ଫୁସ୍।

ମୋର ସାଗଭାତ୍
ନୁନମିରଚା ବଡିଚୁରା
ମତେ ବଢିଆ,
ଚାହେନା ନେଇଁ
ତୋର ଲବଙ୍ଗଲତା
ବଟର ବିରିଆନି ପିଜା।

ତପୋବନ, ଟିଟିଲାଗଡ, ବଲାଙ୍ଗିର

POET'S NOTES ABOUT THE POEM
Language - kosli,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success