ପଚାର ନି, ଜାଣେ ନା Ask Not, I Know Not Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଚାର ନି, ଜାଣେ ନା Ask Not, I Know Not

Rating: 5.0

ମୌସୁମୀ ସହ ଶତ୍ରୁତା
ଗଜାନନ ମିଶ୍ର

ହେଲା କେମିତି
ମୌସୁମୀ ସହ ଶତ୍ରୁତା
ପଚାର ନି, ଜାଣେ ନା।

ଗରମ ଗୁଳୁଗୁଳି ଭିତରେ
ରହି ହେବ କେମିତି
ଜାଣେ ନା, ପଚାର ନି।

କହିଲାଣି କିଏ
ଆମର ଦରକାର ବର୍ଷା,
ଆଉ କିଏ ଆଉ କଣ କହିଲାଣି!

ମୌସୁମୀ କରିଛି ସ୍ୱୀକାର
ନିଜର ପରାଜୟ
ସେମିତି ନୁହଁ।

ଅଛୁଁ ଆମେ ସମସ୍ତେ ସତର୍କ
ମୌସୁମୀ ପାରିବ ନି କରି
ପଛାଡିଆ ପ୍ରହାର
କହିବା ଭୁଲ ଏମିତି।

ମୌସୁମୀକୁ ନେଇ
ଆଉ ବଢାଅ ନି କଥା,
ହେଉ ନି ଶୁଣି
ସେଇ ସେଇ ଘଷରଘଷା
ସବୁଯାକ ତାମସା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/6/2019

Friday, June 14, 2019
Topic(s) of this poem: rain
COMMENTS OF THE POEM
Gajanan Mishra 14 June 2019

Rain rain come again and again

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success