ଅନ୍ଧାହେଇକରିBeing Blind (Kosli) Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅନ୍ଧାହେଇକରିBeing Blind (Kosli)

Rating: 5.0

ଖୋଖଲେ ଇନସାନ୍
ଗଜାନନ ମିଶ୍ର

ତୁଇ,
ତୁଇ ନେଇଁ ହ,
ନେଇଁ ହ ବଏଲେ
ଶୁନୁଛୁ ନେଇଁ,
ଖୋଖଲେ ଇନସାନ୍ ।

କାଣା ପାଏଲୁ,
କାଣା ପାଏବୁ ଆରୁ
ବୁଝୁଛୁ ନେଇଁ।
ଅନ୍ଧାହେଇକରି ଅଉଛୁ ଧେଇଁ,
ଏଇସା କରଦୁଙ୍ଗା
ଦେଖ୍ ଲୁଙ୍ଗା,
ହାୱା ଫିକୁଛୁ,
କାଣା ହେବା ଆଏବା ରାତି,
ଦେଖବୁ ଦେଖବୁ।

ମଦେ ଭାସୁଛୁ
ମାଏଝି ନଚଉଛୁ
ଫୁ ଫୁ କୁହୁଲା ଛାଡୁଛୁ
ମିଛମାୟାଥି ବାୟା ହଉଛୁ।
କେତେଲୁକକେ କେତେବେଲତକ୍
ଛାପକି ରଖିଥିବୁ,
ଦିନଦିହାଡି ଜନ୍ ଦେଖେଇ ଦେଖେଇ!

କାହିଁ କେନ
ରଚେକ୍ ଭି ଉଜାଲା ନେଇଁ,
କାହିଁ କେନ
ସତ୍ ନେଇଁ ପେରେମ ନେଇଁ,
ହର୍ମିଶା ମାରିଦେମି ପିଟିଦେମି
ଚୁଛେ ଚୁଛେ
ନିନ୍ଦା ବଦନାମ କରମି,
କେନ୍ତା ଜୀବନ ଯଉଛୁ ଜିଇଁ!
ଜିଉଛୁ କି ମରୁଛୁ
ହେଟା ଭି ତକେ ଜନା ନେଇଁ।

ଉଠି ପାରବାର ନେଇଁ,
ବସି ପାରବାର ନେଇଁ
ଗୁହେମୁତେ ସାନି ହେବାରଟା
ଛାଡବାର ନେଇଁ।
ଦୁଖର ବାତ୍
ତୁଇ ତୋର ଭି
ହେଇ ପାରବାର ନେଇଁ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର

Monday, October 22, 2018
Topic(s) of this poem: men
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
Gajanan Mishra 23 October 2018

Life is full of sorrow, but we must enjoy the life.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success