ମୋର ରୁଡେ ମୁଇଁ
ଗଜାନନ ମିଶ୍ର
ନେଇଁ,
ମୋର କିଛୁ
ଆଶା ନେଇଁ,
ତୁମର ଉପରେ
ଭରସା ଭି ନେଇଁ।
ତୁମର ତୁଲିଆ ତଲତଲ୍
ହେମି କାଁଜେ?
ତୁମେ କେନ୍ ଯେ!
ଜେନ ହେଲେ ଭି
ମକେ କାଁ କରବାର ଅଛେ?
ତୁମର ତୁମେ ଥ,
ଜେନଟା କରବାର କରୁ ଥ।
ମୋର ରୁଡେ ମୁଇଁ, ମକେ
ନେଇଁ ପାର, ନେଇଁ ରୁକ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/10/2018
English rendering;
I am on my road
Gajanan Mishra
No,
I have no hope,
I have no faith
On you also.
Why should I
Go to you?
Where are you!
Whoever you are
What to me!
Stay there,
And go on doing
Your work.
I am on my road,
You cannot check me,
Check not.
This poem has not been translated into any other language yet.
I would like to translate this poem