ଭଁଡାରକୁନୁ ମେଘ ଘୁଟେଇ ଆନଲେ
ମୋର୍ ମା କହୁଥିଲା,
ହେଟା ଦରଲିସି, ନେଇଁ ଛାଡେ।
ଆଏଜତକ୍, କେନଟା ଭଁଡାର କୁନ୍,
ଆରୁ ଜେନ କଲା କିଟ୍ କିଟ୍ ମେଘ ଅଉଥିଲା
କାଁ ହେଲା ଯେ ଆଏଜକାଏଲ ଆରୁ
ନେଇଁ ଆଏବାର ନ!
ନେଇଁ ଜାନି ପାରବାର୍।
This poem has not been translated into any other language yet.
I would like to translate this poem