ମୁଁ ସମୟ
ଆଉ ସ୍ଥିର,
ତଥାପି ରଖ ବିଶ୍ୱାସ,
ପରିବର୍ତ୍ତିତ ଗତିରେ ମୋର,
ଯୋଉଠି ଯାଉଛି ହଜି ସ୍ୱୟଂ ନିଜେ ମୁଁ।
ମୁଁ ପୃଥିବୀ,
ଆଉ ୟାପରେ ବିଶ୍ୱାସ ରଖ,
ଆହୁରି ସୁନ୍ଦର ହୋଇ
ଏଇଠି ଇ ଫୁଟି ଉଠିବି
ରଙ୍ଗୀନ ଆକାଶ ଭର୍ତ୍ତି ମୁଁ।
This poem has not been translated into any other language yet.
I would like to translate this poem