ତାଳିମାରି ଉଠିଆସ Come On Applauding Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତାଳିମାରି ଉଠିଆସ Come On Applauding

Rating: 5.0

ନମସ୍ତେ
ନିରାଶ ବସି
ଲୁହ ଝରାଅ ନା
ତାଳିମାରି ଉଠିଆସ
ପରାସ୍ତ ସ୍ୱୀକାର କରି
ଆଉ କେବେ ବି
ନ ଆସିବାର ପ୍ରତିଶ୍ରୁତି ଦେଇ
ଫେରିଯିବ କିଂ କର୍ତ୍ତବ୍ୟବିମୂଢ କରୋନା।

ସମୁଦ୍ର ଭିତରେ
ଆମ ଗଛ ଯେମିତି
ବଢିବାର ଅଛି, ବଢିବ।
ଆକାଶରେ ଆମ ତାରା
ଆଖିମିଟକା ମାରୁଥିବ
ପୂର୍ବପରି ସଦା।

ଆମ ଜୀବନ ଆମର
ଆମ ସ୍ନେହଶ୍ରଦ୍ଧା ଆମର
ଯାହା କରିବାର ଅଛି
ଅବଶ୍ୟ କରିବା ଆମେ ଇ।
ଭୟର କୌଣସି କାରଣ ନାଇଁ
ପୃଥିବୀଯାକ ଆମେ ବୁଲିବା ଖେଳିବା
ହସରେ ରସରେ ଆନନ୍ଦରେ
ମାନବିକତାର ଗୀତ ଗାଇ ଗାଇ।

Saturday, March 21, 2020
Topic(s) of this poem: life
POET'S NOTES ABOUT THE POEM
Love humanity life
All ours
And for us.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success