ପ୍ରଥମେ ନିଜେ ସୁଧୁରିଯାଅ,
ମଣିଷ।
ନିଜକୁ ରଖ ନିଜ ଆୟତ୍ତରେ,
ମଣିଷ।
ହୁଅ ତୃପ୍ତ ଅଛି ଯାହା ତୁମଠି,
ମଣିଷ।
ନିଜ ପତ୍ନୀ, ପୁତ୍ର, ଘର,
ନିଜ ପାଇଁ ଅମୃତ, ସତ୍ୟବ୍ରତ।
This poem has not been translated into any other language yet.
I would like to translate this poem
life and truth, be committed to the truth, men