ସରୁ ନି ଦିନ
ଗଜାନନ ମିଶ୍ର
କଣ ହୋଇପାରେ କାରଣ?
ସ୍କୁଲଟା ଏମିତି ବି ଛୁଟି,
ବିବାହ ବାର୍ଷିକୋତ୍ସବକୁ
ମୋ ପରି ଲୋକକୁ
ନାଇଁ ବି ନିମନ୍ତ୍ରଣ।
ଶିକ୍ଷକ ଖୋଜୁଛି
ତପୋବନ।
ଆଉ କିଛି ନାଇଁ ହାଲ
ଦେବାକୁ ଉଦାହରଣ ।
କହିବାକୁ ଅଛି
ଚିରନ୍ତନ।
ସମୟକୁ ସମୟ
ଚାଲିଛି ଗଡି
ଅପୂର୍ବ ଅଭିନନ୍ଦନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/5/2019
This poem has not been translated into any other language yet.
I would like to translate this poem