ନାଇଁ ମୁକୁଳିବାର ବାଟ, ଯହିଁ ଦେଖିଲେ ତହିଁ ବସିଛି ହାଟ।ରେ ନଟ, କରୁଛୁ ୟା ଭିତରେ ଏତେ ସେତେ ହଟ! କେତେ ପ୍ରକୃତି କେତେ ବିଷୟ କେତେ ଦ୍ୱାର କେତେ ପାହାର ଅଗୋଚର।ନିଜେ ନିଜେ ଖେଳରେ ବ୍ୟସ୍ତ କ୍ରୟ ବିକ୍ରୟ ଆଲୁଅ ଅନ୍ଧାର।
ୟା ଭିତରେ ମାୟା କାୟା ଭେଦ ମୋହ।ୟା ଭିତରେ ରାଜା ରାଣୀ ପାତ୍ର ମୁହଁ ମୁକୁର।ରେ ସମୟ, ଚହଟ ଚାତୁରୀ ଛାଡି ୟାଡେ ଆ ତ! ଦେଖା ଆଉ ଶୁଣ ତୋର ଇ ଚରିତ! ମୁଁ ବଡ ଭାଗ୍ୟବନ୍ତ, ପାରୁଛି ଦେଖି କିଛି ଝଲକ ଚିତ୍ତକୁ କରି ଆୟତ୍ତ।
In English;
Nowhere to escape, market everywhere. Oh actor, so many acting! Beyond our knowledge here so many nature so many things so many doors so many obstacles. They are all playing themselves selling buying darkness light. X X X
This poem has not been translated into any other language yet.
I would like to translate this poem