ଖୋଜୁଛ ଦୋଷ? କି ଦୋଷ? ?
ଝଲମଲ ପାଣିରେ ଦେଖୁଛ
ସକାଳ ସୂର୍ଯ୍ୟର ନାଚ।
ନାହିଁ କାମର କୋପ,
ତୁମର ଚତୁରତା ସବୁ ବିଅର୍ଥ।
ସବୁ ମୋହ ।
ଜାଣୁ ଉଭୟେ ବୁଡିବାର ନାହିଁ ପାଣିରେ,
ପୋଡିବାର ନାହିଁ ଅଗ୍ନିରେ,
ଉଡିବାର ନାହିଁ ପବନରେ।
ବସିବାର ଅଛି କିନ୍ତୁ ନାବରେ ଆଉ
ଅଛି ବସାଇବାର ସଭିଙ୍କୁ।
ନିଶୁଣୀ ନାହିଁ କାଟିବାର କି କଟେଇବାର,
ସମୟ ଦୁର୍ଲଭ, ଦୁର୍ଲଭ ଦେହ, ସଂପର୍କ ବି ଦୁର୍ଲଭ,
ଜାଣେ ମୁଁ, ଜାଣେ ସତ୍ୟ, ଜାଣେ ତତ୍ତ୍ୱ, ଏଣୁ ନିର୍ବିକାର।
ମୁଁ ମୋର ଆଲୁଅ, ମୁଁ ମୋର ଅନ୍ଧାର।
ମୁଁ ମୋର ମତେ ନେଇ ଲଂଘୁଛି ଦୁଧସାଗର।
ନିରନ୍ତର ଏକାକ୍ଷର ଦୃଷ୍ଟଅଦୃଷ୍ଟ ସଂଯୋଗ,
ମୁଁ ମୋର କରିଦେବି ପ୍ରମାଣ ମୋର ସଖାସୋଦର
ବନ୍ଧୁଭ୍ରାତ ଏକ ହୋଇ ବି ତୁମେ କେମିତି ଦଗାଦାର।
English rendering;
Searching faults? Faults?
And watching the dance of morning sun
In dazzling water.
Anger has no work,
Your intelligence fruitless,
All illusion.
We know both
Nothing to dip in water,
Nothing to burn in fire,
Nothing to go away in air.
But on the boat we have to sit
And make others sit thereon.
No ladder is there
To cut or make cut,
Time is rare, body is rare, relations rare,
I know, I know the truth
I know the analytical fact, I am unattached.
I am my light, I am my darkness.
Taking myself I am crossing the milk-ocean.
Always, one letter, seen and unseen conjunction,
I will prove my friends, kith and kin,
One though, how faithless you are here.
This poem has not been translated into any other language yet.
I would like to translate this poem