ଇଲାକା ଅନ୍ଧାରୀ Dark Area Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଇଲାକା ଅନ୍ଧାରୀ Dark Area

Rating: 5.0

ଦୁଆରେ ଛିଡାବାଲା ଦୁଆରୀ,
ହର୍ମିଶା ପରର କ୍ଷତି ଚାହୁଁଥିବା ଲୋକକୁ କଣ କୁହାଯାଏ
କହିବା ହୁଅନ୍ତୁ ପୂଜାରୀ।
ପରର ଖାଇ, ପରର ପିଇ, ପର ଘରେ ରହି,
ପରକୁ ଫଶାଇ ଫାଇଦା ଉଠାଉଥିବା ଲୋକ
ଯଦି କଥା କଥାରେ କିରି କିରି ହସକୁରୀ,
ଶୋଇଥିବା ନିର୍ଦୋଷ ଶିଶୁଙ୍କୁ
ଯିଏ ମାରିବାକୁ ଉଦ୍ୟତ ସଦା
ଉଠିବସି ନ ପାରୁଥିଲେ ବି,
ଆଉ ଘୋଷଣା କରିବାକୁ
ପଛାନ୍ତି ନାହିଁ ବିଜୟୀ,
କହନ୍ତି କଣ ବୁଝାଅ
ଦେଇ ଉଦାହରଣ, କରେଁ ଗୁହାରି ।
ସତମିଛ ପରୀକ୍ଷା ନକରି,
ଏକପାଖିଆ କୁହ ନା କିଛି,
ଆଉ କହୁଛ ଯଦି
କହିବି କଣ ତୁମକୁ
ଏ ଇଲାକା ପୂରା ଅନ୍ଧାରୀ ।

Thursday, May 24, 2018
Topic(s) of this poem: life
POET'S NOTES ABOUT THE POEM
Written in Odia language, Odia is the official language of Odisha, India. It is about life and this world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success