ଚହଟଚିକ୍କଣ ଦିନ Dazzling Days Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଚହଟଚିକ୍କଣ ଦିନ Dazzling Days

Rating: 5.0

ପାନ
ଗଜାନନ ମିଶ୍ର

ପାଶୋରି ନାଇଁ
ତୁମ ଦିଆ ପାନ
ଗଜାମୁଗ ଧନ,
ପାଶୋରି ନାଇଁ।

ଆଉ ଆଉ ଦେଖିବାକୁ
ମନ, ତୁମ ଡହକବିକଳ
ମୁହଁ, କେମିତି ବଳେ ପଶି
କଳେ କରେ ସ୍ନାନ।

ପାଶୋରି ନାଇଁ
ତୁମ ହସ ପ୍ରଥମ ପ୍ରଥମ,
ପାଶୋରି ନାଇଁ
ଚହଟଚିକ୍କଣ ଦିନ।

ତୁମ ଗମନ ଶୟନ
ଭୋଜନ ବାରମ୍ୱାର
ଆସୁଛି ସପନ ସବୁ ସବୁ
ଆନନ୍ଦପୂର୍ଣ୍ଣ ।

ପାଶୋରି ନାଇଁ,
ପାଶୋରି ନାଇଁ
କାରୁକାର୍ଯ୍ଯ ସେବା
ସବୁ ସ୍ୱାର୍ଥବିହୀନ।

ସହିସଲାମତ ଜୀବନ
ସର୍ବତ୍ର ଶାନ୍ତି ସହାବସ୍ଥାନ,
ଆସ୍ଥା ବିଶ୍ୱାସର
ଅପୂର୍ବ ମିଳନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
2/7/2019

POET'S NOTES ABOUT THE POEM
Language - odia,script - brahmi,it is all about love life.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success