ଆଗପଛ ନ ବିଚାରି
ମନ୍ତବ୍ୟ ଦେବା ନୁହେଁ ଭଲ ।
ବୁଝି ବିଚାରି ନ କଲେ କାର୍ଯ୍ୟ
ମହାବିପଦ ।
ଆଗକୁ ହେବ ଯାହା
ଅନୁମାନ କରିନେଇ
ଚଲାଇଲେ ଗାଡି
ଅନିଷ୍ଟ ଆଶଙ୍କା କମ I
2.
ଏ ମାଟିର ଗର୍ବ ଗୌରବ
ସମ୍ମାନ କେଉଁଥିରେ?
ପ୍ରିୟ ମଣିଷ, ତୁମ ଭବିଷ୍ୟତ
କାହା ହାତରେ?
କାହାକୁ ନେଇ ମୁଣ୍ଡ ଟେକି
ବାଟ ଚାଲିବ ବିଶ୍ୱ ଦାଣ୍ଡରେ?
ନିଜର କିଏ?
This poem has not been translated into any other language yet.
I would like to translate this poem
let us know the truth, men and act accordingly here for own future.