ଖ୍ୟାପନ Declaration Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଖ୍ୟାପନ Declaration

Rating: 5.0

ନାହିଁ କିଛି
ଗଜାନନ ମିଶ୍ର

ହେଇ ଥିଲ ହେଇ ନାହଁ!
ଆଉ କହିବାକୁ ନାହିଁ କିଛି ଜାଣ!
ଓମ୍ ଶାନ୍ତିର ବି ନାହିଁ କିଛି କାମ।
ବିଚିତ୍ର ସଂସାର, ବିଚିତ୍ର ତୁମର ଆମର
ମନ ବୁଦ୍ଧି ଅହଙ୍କାର, ଆଉ ସବୁ
ସବୁ ବିଚିତ୍ରତା ଭିତରେ ଡହକବିକଳ ଜୀବନ।
ରହିବା ଖାଇବା ଶୋଇବା ମସ୍ତି କରିବା
ଯୁଦ୍ଧର ଡାକରା ଦେବା ଆଉ ସାଜିବା
ସବୁ ନାଟର ଗୋବର୍ଦ୍ଧନ ଅଜବ ନିୟମ।
କୋଉଟା ପୂର୍ଣ ଆଉ କୋଉଟା ଶୂନ୍ୟ
ସବୁ ସବୁକୁ ମାପି ତଉଲି ପୁଣି ଆଗକୁ
ବଢିବା କି ପଛକୁ ଫେରିବା ଖାଲି ଖୋଳ ଖ୍ୟାପନ।

ତପୋବନ, ଟିଟିଲାଗଡ,ବଲାଙ୍ଗିର
9/9/2019

POET'S NOTES ABOUT THE POEM
The world is nothing but emptiness. In odia Language it is written. Odia is the official language of odisha india
COMMENTS OF THE POEM
[email protected] 09 September 2019

Great write, good one

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success