କେମିତି କରିଦେବ
ନାପସନ୍ଦ ଏଠି ଏମିତି!
ଗୁଣଗ୍ରାମ ନ ଜାଣି କିଛି
ଝାଡିବାକୁ ପଦ ସାହସ
ପାଇଲ କୋଉଠୁ!
ଆଉ ଏକ ସୁବିଧା କଥା
ଶୁଣ, ସଫା କରଦିଅ
ମନକୁ ଆଉ ଉଠ
ଠିଆ ସାମ୍ନାରେ ।
This poem has not been translated into any other language yet.
I would like to translate this poem
like and dislike all one