1.
ଆମେ ଚାହେଁଲେ ହେବାକେଁ କେନଟା,
ରଜା ନେଇଁ ଚାହେଁବାରତକ୍।
ଆମର୍ ରଜାର ନେଇଁ ରାନି।
ହରମିଶା ରଖିଛନ୍ ପାସେ ରଜା,
ଗଁଧିଆ ପାନି।
ମନତିରି ଅଛନ୍ ଯେ ଦଉଛନ୍ ସବୁ ଛାନି ।
କେନ୍ତା ହୋ ବୁଆ ହେଟା?
କହେବା କେନ୍,
ଚାରିକୁତି ବେଢିଅଛନ୍ ଚଠାବୁଠା।
ନେଇଁନ ମୋର ପଟାପାର୍ଚା,
ନେଇଁ ମୋର ଭାଷା,
ରଜା ଗୁଜା।
ଆମ ବଏଲେ ଲିମ୍ ବୁଝବା,
ଆରୁ ମୋର ମନ ନେଇଁ
କହେବାର ହଁ ବଲ୍ ରେ ଟୁରା!
ଏନ୍ତା ରାଏଜେ କେନ୍ ରହେବା ବୁଆ।
ନେଇଁ ନ ଆଘର ଝାର ପତରା।
ଫେରଭି ଆସ,
ମୋର ବୁଆ କକା,
ଅଲଗ ହେଇ ରଖମା ପିଲାଛୁଆ,
କହେମା ଇନ ଥ,
ଇଟା ତମର ଜାଗା।
2.
ଯଉଛେଁ ରହ ଅଁଧାର ଭିତରକେ।
ପେଠି ଶୁନୁଛେ, ବୁକା କହୁଛେ।
ଦିନ ଅଉଛେ ଦିନ ଯଉଛେ।
ଦେଖମି ଯଉଛେଁ ଆରୁ କେଁ କେଁଟା
ମାୟାବୁରେକେ।ପାଏନ ଥମିଲ ହଉଛେ।
ସପନ ନାଚୁଛେଁ।
This poem has not been translated into any other language yet.
I would like to translate this poem