ସବୁଠି ସବୁବେଳେ Everywhere Always Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁଠି ସବୁବେଳେ Everywhere Always

Rating: 5.0

ହୋଇପାରେ ମୁଁ ଅନ୍ଧ,
ତୁମେ ତ ନୁହଁ।

ମୁଁ ଏଠି ଥିଲେ
ସେଠି ନ ଥାଇ ପାରେଁ
କିନ୍ତୁ ତୁମେ ତ ପାରୁଛ ରହି
ସବୁଠି ସବୁବେଳେ
ଏକାସାଙ୍ଗରେ ଏକା ସମୟରେ।

ହୁଏ ତ
ମତେ ନ ଆସିପାରେ କଥାକହି,
ତୁମେ ତ ସବୁକଥାର ମୂଳମଂଜି।

ମୋଠି ସିନା ଭୟ,
ତୁମେ ତ ସବୁଠି ଉପରେ।

କବିତା ଲେଖି ଗୀତ ଗାଇ
ନ ଜାଣିପାରେଁ ମୁଁ,
କିନ୍ତୁ ତୁମେ ତ
ସବୁ କବିତା ସବୁ ଗୀତ।

ଆମ୍ୱକୁ ଲିମ୍ୱ ବି
କହିଦେଇ ପାରେଁ ମୁଁ।

କିନ୍ତୁ ତୁମେ ତ ସବୁ,
ସବୁ।

ମୋ କଥା ଛାଡ,
ତୁମେ ତୁମକୁ ସମ୍ଭାଳି ରଖ,
ତୁମେ ତୁମଠି ସମ୍ଭାଳି ରହ।

Wednesday, July 4, 2018
Topic(s) of this poem: truth
POET'S NOTES ABOUT THE POEM
written in odia language. Odia is the official language of Odisha India. It is all about omnipresent god.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success