1
ପାଣିକୁ ପାଣିରେ ବାଡେଇ
ଯଦିଓ ବାହାର କରାଯାଏ ନିଆଁ,
ପାଣିପାଇଁ ପାରିବ ନି
ସୃଷ୍ଟି କରି ହିଂସା।
ଟାଣି ଆଣି ପାଣି ଜବରଦସ୍ତି
ପଶେଇ ପାରିବ ନି
ଦିଅଁ ଘର ଭିତରେ।
2
କୃଷ୍ଣର ହସ ଦେଖିଛ।
ଦେଖିଛ କେବେ କୃଷ୍ଣର କାନ୍ଦ?
କାନ୍ଦ ଆଉ ହସ ଭିତରେ
ପାର୍ଥକ୍ଯ କଣ କୃଷ୍ଣଙ୍କଠି ନାହିଁ,
ନ ଥିଲା?
ଏ ଜୀବନ ଆଉ
କଣ ଶିଖିଲା? ?
English rendering;
1.
You cannot create violence
For water though
Fire can be created
By dashing water
With water.
2.
You have seen the smile of Krishna,
Have you ever seen the cry of Krishna?
Is there no difference
Between smile and cry
With Krisha.
It was not there?
What did this life learn?
This poem has not been translated into any other language yet.
I would like to translate this poem