ଉଡୁଛି କିଏ?
ଯିଏ ଉଡୁଛି
କଣ ସିଏ
ସତରେ ପକ୍ଷୀ!
ଏମିତି ସେମିତି କହି
ନିଜ ଚାରିଆଡେ
କବଚଟିଏ ଗଢୁଛ କି?
କଣ ପାଇଁ?
ଲୋକେ କଣ କିଛି
ପାରୁ ନାହାନ୍ତି ଜାଣି?
ଯାହାକୁ ଯେମିତି
ସୁହାଉଛି କଣ୍ଟାବାଡରେ
ଯାଇ ଲଟକୁଛି ।
କହିଲେ ହିନସ୍ତା ମାଛି!
This poem has not been translated into any other language yet.
I would like to translate this poem
About the nasty politicians