ଆଉ କୋଉଠି କଣ
ଗଜାନନ ମିଶ୍ର
ଗୋଟେ ମାଟିରେ
ଗୋଟେ ଆକାଶରେ
ଆରେକ ପାଇଁ
ଆଉ କୋଉଠି କଣ
ଚାହାଁଚୁହିଁ ସମସ୍ତେ
ୟା ତା ମୁହଁ।
ଜଣେ ଦିଜଣ ପାଇଁ
ସମଗ୍ର ଜଗତଟା
ଏତେ ହନ୍ତସନ୍ତ!
ଆରେ ହେ
ପିଜା କଥା ଛାଡ
ଆରିସା କାକରା କହ!
ଗଧିଆ ହେଉଛି ଭୂତ
ଆଉ ଭୂତ ଗଧିଆ।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
06/03/2020
This poem has not been translated into any other language yet.
I would like to translate this poem
Evil men evil tools, the world in troubles