ହୁ ବମ୍ ସବୁ
ଇ ଫେସବୁକ୍ କାଜେ।
ବିନା ମେଘେ
ବିଜଲି ଚମକୁଛେ।
ଦେଖଲାବେଲକେ
କିଛୁ ନେଇଁ,
କିନ୍ଦରେଇଦଉଛ ସହରଯାକ
କାମ ନେଇଁ କି ଫୁରସଦ ନେଇଁ।
ମାରଗୁଲି ବୋ
ହୁଆଟସପ୍ ଫେସବୁକ୍,
ରକତକେ କାଟବାର ତରିକା
ବଣିହା ବତାସି ମାତରକ ।
କେନ କିଏ କେତେବେଲେ
ବତାସି ବଲାଜୁବରି,
ଝୁଟ କି ସଚ
ଟାକି ଥ।
ଟାକି ଥ
ଜାନବ, ବୁଝବ,
ସମାଆ ଜାନି
କାମ କରବ।
This poem has not been translated into any other language yet.
I would like to translate this poem
the misused of facebook, whatsapp really alarming