ଇ ବଏଁଶିର କାଜେfor This Flute Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଇ ବଏଁଶିର କାଜେfor This Flute

Rating: 5.0

1.

ମୋର ଭାବେ ଅଛେଁ ମୁଇଁ,
ହେଟା ନେଇଁ ଜାନବାର ତୁଇ,
ତୁଛେ ବଲୁଛୁ ମୁଇଁ ମୁଇଁ,
ମୁଇଁ ନେଇଁ ମଲେ
ମତେ ତୁଇ ପାଏବୁ କାହିଁ!

ମତେ ମାରବୁ ତୁଇ,
ଅଉଛୁ ଧେଇଁ!
ଦେଖୁଛୁ କି ନେଇଁ
ପାହାଡ କର୍ପନେ ଅଛେଁ ମୁଇଁ,
ମୋର ଭାବେ ନେଇଁ ରହେଲେ
ମତେ ତୁଇ ପାଏବୁ କାହିଁ!

ଆ ବସ୍ ଇନେ,
ମୋରଠାନେ, ମନକେ
ଉଡା ନେଇଁ ଆରୁ କେନଆଡେ।

2.

ଇ ବଏଁଶିର କାଜେ

ସାବୁ ଇ ବଏଁଶିର କାଜେ,
ଇ ଫୁଲ ଫୁଟା, ଅଏଁଠା ଚଟା,
ପତର ହଲା, ହୁଲହୁଲିଆ ଧୁକା,
ନେଇଁ କହନ ଲିପ୍ସା
ହେଟା କେନ୍ତା ହଉଛେ!

ଛୁମେକ ବାଟ ଆଛେ,
ସପନ ହଜତେଲ ହଜୁଛେ,
କେନ ରଖୁଛେ ଖବର୍,
ହେଲେ ମୋର ବୁଆ
କିନ୍ଦରି କିନ୍ଦରି ଅଉଛେ ଫେର୍
ଜେନ ଜୋଟ ହେଇଥିଲା ପହେଲେ।

ସୋର ପଡଲେ ଭି
ହିଁଜରି ହେଲେ ଭି
ବେଲ କାହାରନେ
ଆଗର ବାଗିର ମେନମେନସା
ହେବା କଥା ଘିଚି ଆନି
ଆକାଶକେ ତଲି ପାହାଥି।

ଯଉ ଜେନଟା ଜେନଆଡକେ,
ଆଏ ଉପେ ନେଇଁ କିଛୁ।
ହଲୁଥଉ ତୁଁଡ, ଦିଶୁଥଉ କଏଲଜା।
ନିଶାକେ ଧରିକରି
ଭାଷାକେ ଛାଡୁଛନ୍ ଜେନମାନେ
ବଡତି କି ଛିଡତି ହେବା କାଣା
ଜାନବେ ହେମାନେ ସମିଆ ଆଏଲେ।

କେନ ପଚରଉଛେ କାହାକେ ଆରୁ?
ବୁଡତି ବେଲେ ଘିଚାଟନାରେ
କେଁ ଫାଏଦା?
ଓଲଟି କହେବେ ଆଏଲାରେ ବୁଆ
କେନ ଜଁଗଲର ବାଘଛୁଆ
ହୁକାଁରିବା, ଆମେ ନେଇଁ ଡରଲେ,
ଆମର ଆମେ ଜେନ୍ତା ଅଛୁଁ ହେନ୍ତା ଥିଲେ
ବାଟକାଟିକରି ହେଟା ଭାଗବା।

ହେଥି କେଁ ଖଁଜୋଲଡୋ,
ଦୁଇଚାଏରପଦ ପରଘେଇଦେଲେ
ସେରପେଟିଦେବା, ନେଇଁ ତ
ହାଲହିସାବ ନେଇଁ କରମା।
ଜଁଗଲେ ବୁଲୁଥିଲାବେଲକେ
କେନ କାଣା କରିଛେ ନେଇଁ ଫଟକାରମା,
କେନକେ ଖସରବା ଟୁରା!

ଫଟାଟୁଟା ଜେନଟା ବି ହଉ,
ଅଛେ ତ, କାଁ ହେବା ଗୁନେ!
ଘବରେଇ ଗଲେ କେଁ
ରାଏତ୍ ଟା ଦିନ ହେବା?
ବୁଧି ପାଁ ଲି ଯିବା?
ନେଇଁ ତ ନେଇଁ, ହେଇଗଲେ ଫିର୍
କେନ୍ ଆକାଶକେ ଛିଡେଇ ହେବା?

POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success